ବୀରଭୂମି
(ବୀରଭୂଇଁ—ଅନ୍ୟରୂପ)
ବଙ୍ଗ ଦେଶର ପଶ୍ଚିମ ସ ମାରେ ଥିବା ଗୋଟିଏ ଜିଲ୍ଲାର ନାମ — Birbhum; name of a western district of Bengal.