ବୀରମଣି
ଦେଖଣା
ବୀରମଣି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ବା ୭ମୀ ତତ୍)
[ସମ୍ପାଦନା]- ୧. ବୀର ଶ୍ରେଷ୍ଠ — ୧. A prominent hero.
- ୨. (ନାମ) ଦେବ ପୁରର ଏକ ରାଜା, ଯାହାଙ୍କ ପୁତ୍ର ରୁକ୍ମାଙ୍ଗଦ ରାମଚନ୍ଦ୍ରଙ୍କ ଯଜ୍ଞ ଘୋଟକକୁ ବାନ୍ଧି ଥିଲେ ଓ ମହାଦେବଙ୍କ ସହାୟତାରେ ଶତ୍ରୁଘ୍ନଙ୍କୁ ପରାସ୍ତ କରିଥିଲେ ଓ ଯାହାଙ୍କଠାରୁ ରାମଚନ୍ଦ ଶେଷରେ ଯଜ୍ଞଘୋଟକକୁ ଛଡ଼ାଇ ଆଣିଥିଲେ — ୧. Name of a king of Debapura; a contemporary of Rāma chandra.