Jump to content

ବୀରହା

ଉଇକିଅଭିଧାନ‌ରୁ

ବୀରହା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ବୀର=ଯଜ୍ଞାଗ୍ନି+ହନ୍=ନାଶକରିବା+କର୍ତ୍ତୃ. କ୍ୱିପ୍; ବୀରହନ୍ ଶବ୍ଦ)

[ସମ୍ପାଦନା]
୧. ନଷ୍ଟାଗ୍ନି ବ୍ରାହ୍ମଣ; ପ୍ରମାଦ ବା କାରଣାନ୍ତର ବଶତଃ ଯେଉଁ ସାଗ୍ନିକ ବ୍ରାହ୍ମଣଙ୍କ ଗୃହରୁ ଯଜ୍ଞାଗ୍ନି ଲିଭି ଯାଇଅଛି —୧. A Brāhmaṇa in whose house the sacrificial fire has beem extinguished thrugh negligence.
୨. ବିଷ୍ଣୁଙ୍କର ନାମ —୨. A name of Bishṇu

ସଂସ୍କୃତ - ବିଶେଷଣ -

[ସମ୍ପାଦନା]
୧. ବୀରନାଶକ —୧. Destructive of heroes.
୨. ମହାବୀର —୨. Veliant.