ବୀରାଙ୍ଗନା
ଦେଖଣା
ବୀରାଙ୍ଗନା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(କର୍ମଧା; ବୀରା+ଅଙ୍ଗନା)
[ସମ୍ପାଦନା]- ୧. ବୀରନାରୀ; ଶୌର୍ଯ୍ୟବତୀ ସ୍ତ୍ରୀ —୧. A heroic woman;amozon.
- ୨. (୬ଷ୍ଠୀ ତତ୍) ବୀରର ସ୍ତ୍ରୀ —୨. The wife of a hero.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଙ୍ଗୀୟ କବି ମାଇକେଲ୍ ମଧୁସୂଦନ ଦତ୍ତଙ୍କ ବଙ୍ଗଳା କାବ୍ୟର ଉପାଧି —Title of a poem by the late Michael Madhusūdana Dutta of Bengal.