Jump to content

ବୀରାଚାର

ଉଇକିଅଭିଧାନ‌ରୁ

ବୀରାଚାର

ଉଚ୍ଚାରଣ

[ସମ୍ପାଦନା]
(ବୀରଚାରୀ—ବିଶେଷଣ - ପୁଂ) 

ସଂସ୍କୃତ - ବି—(ବୀର+ଆଚାର)

[ସମ୍ପାଦନା]
୧. ବୀର ଜନୋଚିତ ଆଚରଣ —୧. Conduct befitting a hero.
୨. ତାନ୍ତ୍ରିକ କ୍ରିୟାବିଶେଷ —୨. A class of Tantric rites.

[ ଦ୍ର—ଏହା ଏକପ୍ରକାର ତାନ୍ତ୍ରୀକ ବାମମାର୍ଗ ବା ଶକ୍ତି ଭାବରେ ଏଥିରେ ସାଧକ— ମାନେ ଦେବତାଙ୍କୁ ବୀର ଭାବରେ ଉପାସନା କରନ୍ତି; ଏମାନେ ମଦ୍ୟକୁ ଶକ୍ତି ଓ ମାଂସକୁ ଶିବରୂପେ ଓ ଏ ଦୁଇ ବସ୍ତୁର ଭକ୍ତଙ୍କୁ ଭୈରବରୂପେ ମାନନ୍ତି ଏ ସାଧକମାନେ 'ଚକ୍ର' (ତନ୍ତ୍ରପୂଜାପୀଠ)ରେ ବସି ପୂଜା କରନ୍ତି ଓ କୌଣସି ସ୍ତ୍ରୀଙ୍କୁ କାଳୀରୂପେ ବରଣ କରି ତାଙ୍କୁ ମଦ୍ୟ ଓ ମାଂସ ଅର୍ପଣ କରନ୍ତି ଏମାନେ ଶବ ଉପରେ ବସି ତାନ୍ତ୍ରିକ ସାଧନ କରନ୍ତି—ହିନ୍ଦୀ - ଶ. ]