ବୀରାସନ
ଦେଖଣା
ବୀରାସନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ବୀର+ଆସନ)
[ସମ୍ପାଦନା]- ୧. ଉପବେଶନ ବିଶେଷ; ଏକ ଜାନୁ ଭୂମିରେ ପକାଇ ଆଉ ଏକ ଜାନୁକୁ ଡେରିକରି ବସିବା — ୧. A posture in sitting by laying one thigh and the of the other leg on the ground.
- ୨. ଯୋଗ ସାଧାନର ଆସନବିଶେଷ; ଦକ୍ଷିଣାପାଦକୁ ବାମ ଜଙ୍ଘ ଉପରେ ଓ ବାମ ପାଦକୁ ଦକ୍ଷିଣ ଜଙ୍ଘ ଉପରେ ପକାଇ ଚେକାମାଉଲି ପକାଇ ବସିବା; ପଦ୍ମାସନ —୨. A posture in j̄oga exercise which consists of sitting cross-legged.