Jump to content

ବୀରେଶ

ଉଇକିଅଭିଧାନ‌ରୁ

ବୀରେଶ

ଉଚ୍ଚାରଣ

[ସମ୍ପାଦନା]

(ବୀରେଶ୍ୱର—ଅନ୍ୟରୂପ)

ସଂସ୍କୃତ - ବି—(୭ମୀ ତତ୍; ବୀର+ଈଶ)

[ସମ୍ପାଦନା]
୧. ବୀରଶ୍ରେଷ୍ଠ; ମହାବୀର —୧. A great hero.
୨. ବୀରଭଦ୍ର; ମହାଦେବଙ୍କୁ ଅନୁଚର —୨. Bīrabhadra; an attendant of Sibā.
୩. ଶିବ (ହିନ୍ଦୀ - ଶ) —୩. Ṡiba.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କ ନାମ — A name givin to males.