ବୀର୍ଯ୍ୟ
ଦେଖଣା
ବୀର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୀର+ଭାବାର୍ଥେ ଯ)
[ସମ୍ପାଦନା]- ୧. ବୀରତ୍ୱ; ଶୌର୍ଯ୍ୟ — ୧. Heroism; valour.
- ୨. ତେଜଃ; ପ୍ରତାପ —୨. Glory; vigour.
- ୩. ଶୁତ୍ର; ରେଜଃ —୩. Semen virile.
[ଦ୍ରଷ୍ଟବ୍ୟ —ଏହା ଶରୀରସ୍ଥ ସପ୍ତ— ଧାତୁର ଏକତମ ଅନ୍ୟ ସବୁ ଧାତୁର ଶେଷରେ ଏହା
ଶରୀରରେ ଉତ୍ପନ୍ନ ହୁଏ ଏଥିପାଇଁ ଏହାର ନାମ ଚରମଧାତୁ; ଏତଦ୍ଦ୍ୱାରା ଶରୀରରେ ବଳ ଓ କାନ୍ତି ଉପୁଜେ ଏହା ସ୍ତ୍ରୀ— ସଙ୍ଗମ ସମୟରେ ବା ରୋଗଯୋଗୁଁ ମୂତ୍ରେନ୍ଦ୍ରିୟ ବାଟେ ନିର୍ଗତ ହୁଏ ଏହା ଧାରଣ କଲେ, ଅର୍ଥାତ୍ ଏହା ପାତନ ନ କଲେ ବ୍ରହ୍ମଚର୍ଯ୍ୟ ରକ୍ଷା ହୁଏ ଓ ମନୁଷ୍ୟ ଚିରାୟୁ ହୁଏ; ଏଥିର ଅନ୍ୟ ସଂସ୍କୃତ - ନାମ—ଶୁତ୍ର, ରେତଃ, ତେଜଃ, ବୀଜ; ଇନ୍ଦ୍ରିୟ—ହିନ୍ଦୀ - ଶ. ]
- ୪. କ୍ଷମତା —୪. Power;might.
- ୫. ଶକ୍ତି; ସାମର୍ଥ୍ୟ —୫. Ability;strenght.
- ୬. ସାର —୬. Essence.
- ୭. ବୀଜ;ମଞ୍ଜି —୭. Seed.
- ୮. ମୂଳକାରଣ —୮. Origin;prime cause.