Jump to content

ବୀର୍ଯ୍ୟ ଶୁଳ୍କ

ଉଇକିଅଭିଧାନ‌ରୁ

ବୀର୍ଯ୍ୟ ଶୁଳ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି)

[ସମ୍ପାଦନା]

କୌଣସି ସ୍ତ୍ରୀ ବା କୌଣସି ପୁରୁଷ ଅମୁକ ବଳସାଧ୍ୟ କର୍ମ ସମ୍ପାଦନ କଲେ ତାଙ୍କ ସହିତ ଅମୁକ ପୁରୁଷର ବା ସ୍ତ୍ରୀର ବିବାହ ହେବା ଏବଂ ଭୂତ ପଣ ବା ପ୍ରତିଜ୍ଞା (ହିନ୍ଦୀ - ଶ) —A vow of marrying a person if he or she is able to achieve such or such an act of valour.