Jump to content

ବୀର କଡ଼ାଏ

ଉଇକିଅଭିଧାନ‌ରୁ

ବୀର କଡ଼ାଏ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୀର ଜଣେ,ବୀର ମୂର୍ତ୍ତିଏ,ବୀର ପଟେଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ବାହାଦୁରୀ ଦେବା ଅର୍ଥରେ) ଜଣେ ବୀର ପଦବାଚ୍ୟ ବ୍ୟକ୍ତି —୧. A person deserving the appellation of a hero.
୨. ପ୍ରଧାନ ବୀର —୨. A pre-eminent hero.
୩. ବାହାଦୁର୍ ବ୍ୟକ୍ତି —୩. An admirable person.
୪. ପ୍ରଶଂସାଭାଜନବ୍ୟକ୍ତି —୪. A praiseworthy person.

(ଯଥା—ଏତେ ଲୋକଙ୍କ ଭିତରେ ଦେଖିଲେ ତୁ ଏକା ବୀର କଡ଼ାଏ)