Jump to content

ବୀର କୁଞ୍ଜର

ଉଇକିଅଭିଧାନ‌ରୁ

ବୀର କୁଞ୍ଜର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୭ମୀ ତତ୍ ବା ଉପମିତ)

[ସମ୍ପାଦନା]

ବୀରମାନଙ୍କମଧ୍ୟରେ ପ୍ରଧାନ ବା ଆଗ୍ରଣୀ; ପ୍ରଧାନ ବୀର; ମହା ବୀର —The amongst heroes.

[ଦ୍ରଷ୍ଟବ୍ୟ —ବୀରକୂଳ ଗର୍ବ, ବାରକୂଳ ଶ୍ରେଷ୍ଠ, ବୀରକୂଳର୍ଷଭ, ବୀରକେଶରୀ, ବୀରଚୂଡ଼ାମଣି, ବୀରବର, ବୀରସିଂହ, ବୀର ଶିରୋମଣି, ବୀରଶ୍ରେଷ୍ଠ—ଅନ୍ୟରୂପ]