ବୀର କେଶରୀ
ଦେଖଣା
ବୀର କେଶରୀ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ -(୭ମୀ ତତ୍)
ବାରମାନଙ୍କ ମଧ୍ୟରେ ଶ୍ରେଷ୍ଠ — The chief amongst heroes.
ଦେଶଜ - ବିପୁଂ (ନାମ)
[ସମ୍ପାଦନା]- ୧. ଲୋକଙ୍କୁ ଦିଆଯିବା ନାମ —୧. A name given to makes.
- ୨. ଓଡ଼ିଶ୍ୟାର ପ୍ରାଚୀନ ନରପତି ବିଶେଷ —୨. Name of a king of ancient Orissa.
[ଦ୍ରଷ୍ଟବ୍ୟ —ପୁରୀଜିଲ୍ଲାର ବୀର—କେଶରୀପୁରର ଶାସନ ବଲ୍ଲଭ ନାମକ ବାଳଭୋଗ ଖଞ୍ଜା କରିଥିଲେ]