Jump to content

ବୀର ଗତି

ଉଇକିଅଭିଧାନ‌ରୁ

ବୀର ଗତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍)

[ସମ୍ପାଦନା]
୧. ରଣକ୍ଷେତ୍ରରେ ମରିବା ଯୋଗୁଁ ବୀରର ସ୍ୱର୍ଗଲାଭ —୧. The attainment of heaven by a hero killed in the battle-field.
୨. (ବହୁବ୍ରୀହ) ସ୍ୱର୍ଗ —୨. Heaven.