ବୀର ଧଟୀ
ଦେଖଣା
ବୀର ଧଟୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୀର ଧଟୀ
|
ବୀରପରିଚ୍ଛଦ,ବୀରପଟ୍ଟ,ବୀରବେଶ,ବୀରସକ୍କାଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଯୁଦ୍ଧ ମସୟରେ ଯୋଦ୍ଧାର ପରିହିତ ପୋଷାକ — ୧. War-dress.
- ୨. ମାଇକଛା —୨. A mode of wearing of the loin cloth by tugging up all its hanging parts and turning the cloth in to a of drawyers.