Jump to content

ବୀର ପୁତ୍ର

ଉଇକିଅଭିଧାନ‌ରୁ

ବୀର ପୁତ୍ର

ଉଚ୍ଚାରଣ

[ସମ୍ପାଦନା]

(ବୀରସନ୍ତାନ, ବୀରସନୁ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ବୀର+ପୁତ୍ର)

[ସମ୍ପାଦନା]
୧. (କର୍ମଧା) ବୀର୍ଯ୍ୟବାନ୍ କୁମାର —୧. A heroic son.
୨. (୬ଷ୍ଠୀ ତତ୍)—ବୀରର ପୁତ୍ର —୨. The son of a hero.