ବୀର ପେଷିବା
ଦେଖଣା
ବୀର ପେଷିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ବୀର ଲଗା[ଗେ]ଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମନ୍ତ୍ରଯନ୍ତ୍ର ପ୍ରୟୋଗଦ୍ୱାରା କୌଣସି ବ୍ୟକ୍ତି ବା ସ୍ଥାନ ପ୍ରତି ଉପଦ୍ରବକାରୀ ଭୂତକୁ ପ୍ରେରଣ କରିବା —To cause a malignant sprit to possess a place or person, by the employment of black magic.
[ଦ୍ରଷ୍ଟବ୍ୟ —ଯେଉଁ ବ୍ୟକ୍ତି ପ୍ରତି ବା ସ୍ଥାନପ୍ରତି ବୀର ପେଷା ଯାଇଥାଏ, ସେଠାରେ ଶୂନ୍ୟରୁ ଟେକା ପଡ଼େ, ହଠାତ୍ ଅଗ୍ନି ଲାଗିଯାଏ, ବିଷ୍ଠା ପଡ଼େ, ଘରର ଜିନିଷପତ୍ର ବାହାରେ ଫୋପଡ଼ା ହେବାର ଦେଖାଯାଏ, ଲୁଗାପଟରେ, ପାକପାତ୍ର ଆଦିରେ ବିଷ୍ଠା ଜମା ହୁଏ; ଅଥଚ ଅତି ସତର୍କ ହୋଇ ଜଗିଲେ ମଧ୍ୟ ଏ ସବୁ କାର୍ଯ୍ୟ କିଏ କରୁଛି ବୋଲି କିଛି ମାତ୍ର ଧରା ପଡ଼େ ନାହିଁ ଏହା ଏକପ୍ରକାର ଭୌତିକ କାଣ୍ଡ ଗୁଣିଆ ଆଣି ଏଥିରେ ଲେଉଟ ଉପାୟ କଲେ ଏହା ବନ୍ଦ ହୋଇଯିବାର ଦେଖା ଯାଇଅଛି]