ବୀର ମାଟି
ଦେଖଣା
ବୀର ମାଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୀର+ମୃତ୍ତିକା)
[ସମ୍ପାଦନା]- ୧. ବୀରମାନେ ଯୁଦ୍ଧ ପୂର୍ବରୁ ବା ମଲ୍ଲ କ୍ରୀଡ଼ା ପୂର୍ବରୁ ଦେହରେ ଯେଉଁ ହଳଦିଆ ମାଟି ବୋଳି ହେଉଥିଲେ —୧. A kind of coloured earth with which warriors and athletes used to basmear their bodies before fighting or wrestling.
- ୨. (ବ୍ୟଙ୍ଗ) ଯେଉଁ ସ୍ଥାନର ମୃତ୍ତିକାର ଏପରି ମାହାତ୍ମ୍ୟ ଅଛି ଯେ ସେ ସ୍ଥାନରେ ପାଦ ଦେବା ମାତ୍ରେ ଲେକର ପ୍ରଚ୍ଛନ୍ନ ବୀରତ୍ୱ ପ୍ରକାଶିତ ହୁଏ (ଯଥା—କଟକ ପରା ବୀରମାଟି) —୨. A place said to possess the potency of infusing hero sm. in a person who sets foot on it (ironical).