ବୀର ମାତା
(ବୀରପୁତ୍ର ଧାତ୍ରୀ, ବୀର ପ୍ରସବିନୀ, ବୀର ପ୍ରସ୍ମ, ବୀରବତ୍ସା, ବୀରସୂ—ଅନ୍ୟରୂପ)
ବୀର ପୁତ୍ରର ମାତା ବା ମାଆ; ବୀର ପୁତ୍ର ପ୍ରସବିନୀ ସ୍ତ୍ରୀ — A mother of heroes.