Jump to content

ବୀର ରସ

ଉଇକିଅଭିଧାନ‌ରୁ

ବୀର ରସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବୀର+ରସ)

[ସମ୍ପାଦନା]

କାବ୍ୟ ଶାସ୍ତ୍ରର ୯ ଗୋଟି ରସ ମଧ୍ୟରୁ ଗୋଟିଏ ପ୍ରଧାନ ରସ —The heroic sentiment in literature.

[ ଦ୍ର—ଯେଉଁ ବିଷୟର ଶ୍ରବଣ, ପାଠ ବା ଦର୍ଶନଦ୍ୱାରା ହୃଦୟରେ ବୀରୋଚିତ ଉତ୍ସାହ ଜାତ ହୁଏ, ତାହାର ରସ ବୀର ରସ ]