ବୀର ରାମଚନ୍ଦ୍ରପୁର
ଦେଖଣା
ବୀର ରାମଚନ୍ଦ୍ରପୁର
ଉଚ୍ଚାରଣ
[ସମ୍ପାଦନା](ବୀର ରାମଚନ୍ଦ୍ରପୁର—ଗ୍ରାମ୍ୟରୂପ)
ଦେଶଜ - ବିଶେଷ୍ୟ -(ବୀର+ରାମଚନ୍ଦ୍ର+ପୁର)
[ସମ୍ପାଦନା]ପୁରୀ ଜିଲ୍ଲା ସତ୍ୟବାଦି ଅଞ୍ଚଳର ଗୋଟିଏ ବଡ଼ ବ୍ରାହ୍ମଣ ଶାସନ —Name of a big Brāhmaṇa village near Sakhigopal in the Puri district.
[ ଦ୍ର—ଉତ୍କଳର ଜନୈକ ସ୍ୱାଧୀନ ନରପତି ରାମଚନ୍ଦ୍ର ବା ବୀର ରାମଚନ୍ଦ୍ର ଦେବଙ୍କଦ୍ୱାରା ଓ ଶାସନ ପ୍ରତିଷ୍ଠତ ହୋଇଥିବାରୁ ତାଙ୍କୁ ନାମ ଅନୁସାରେ ଏ ଶାସନପର ନାମକରଣ ହୋଇଥିଲା ]