ବୀର ରାହୁ
ଦେଖଣା
ବୀର ରାହୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ବୀର+ରାହୁ; ୬ଷ୍ଠୀ ତତ୍; ଏ ପୃଥିବୀକୁ ୭ବାର ନିଃକ୍ଷତ୍ରିୟ ବା ନିର୍ବୀର କରି ଥିବାରୁ)
[ସମ୍ପାଦନା]- ୧. କ୍ଷତ୍ରିୟ
ବୀରମାନଙ୍କର ବିନାଶକ —The destroyer of the Kshatriya heroes.
[ ଉ—ବୀର ରାହୁ ଭୃଗୁପତି ତ୍ରାସ ଦେବା ପାଇଁ, ବାସ କଲା ଗିର ଭୃଗୁ ଚମକନ୍ତେ ତହିଁ ଭଞ୍ଜ. ବୈଦେହୀଶବିଳାସ ]
- ୨. ପରଶୁରାମ — ୨. An epithet of Paraṡurāma.