Jump to content

ବୀର ଶୟନ

ଉଇକିଅଭିଧାନ‌ରୁ

ବୀର ଶୟନ

ଉଚ୍ଚାରଣ

[ସମ୍ପାଦନା]

(ବୀରଶଯ୍ୟା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (୬ଷ୍ଠୀ ତତ୍ ବୀର+ଶୟନ)—ଯୁଦ୍ଧରେ ମୁତ୍ୟୁ — Death while foghting.

[ଉ—ବୀର ଶୟନେ ତୁ ଆନନ୍ଦେ, ଶୋଇବୁ କୁକୁରଙ୍କ ମଧ୍ୟେ ଜଗନ୍ନାଥ. ଭାଗବତ ]

୨. (ବହୁବ୍ରୀହି)—ରଣଭୂମି —Bettlefied.