Jump to content

ବୀର ସାଧାନ

ଉଇକିଅଭିଧାନ‌ରୁ

ବୀର ସାଧାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - [ ବୀର+ସାଧନ(ନା]

[ସମ୍ପାଦନା]

'ବୀର' ନାମକ ଉତ୍ପାତକାରୀ ଭୁତକୁ ବଂଶୀଭୂତି କରିବା ଓ ପ୍ରେଷଣ ବିଧରେ ତାକୁ ଅନ୍ୟବ୍ୟକ୍ତିଠାରେ ପ୍ରବେଶ କରାଇ, ଅନ୍ୟର ଅନିଷ୍ଟ ଘଟାଇବା ନିମନ୍ତେ କରାଯିବା ତାନ୍ତ୍ରିକ ସାଧନ ବିଶେଷ —A tantric ritual for keeping a maligrant spirit under one's control and Making it possess people and places.