ବୁଁଆଳ
ଦେଖଣା
ବୁଁଆଳ
ଉଚ୍ଚାରଣ
[ସମ୍ପାଦନା](ବୁଆଁଳ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]ନାତିବୃହତ୍ ଆରଣ୍ୟ ବୃକ୍ଷବିଶେଷ —A kind of wild tree.
[ ଦ୍ର—ଏହାର ପତ୍ର ଛୋଟ ଛୋଟ ଓ ପଳାଶ ପତ୍ରପରି ; ଫୁଲ ନିମକଢ଼ି ପରି ପେନ୍ଥା ପେନ୍ଥା; ଫଳ ଗୋଲ ଗୋଲ ଅଙ୍ଗୁର ଭଳି; ଫଳ ପାଚିଲେ ହଳଦିଆ ବା ମାଟିଆ ରଙ୍ଗ ଦୋଖାଯଏ ଓ ତହିଁ ଭିତରେ ଗୁନ୍ଦ ଅଠାଭଳି ଆଠାଳିଆ ରସ ଓ ମଞ୍ଜି ଥାଏ ପିଲାମାନେ ଏ ଫଳକୁ ଖାଆନ୍ତି ଆଉରି ମଧ୍ୟ ବୁଆଁଳ କଢ଼ିକୁ ଭାଜି ଲୋକେ ତରକାରି କରନ୍ତି]
ପ୍ରାଦେଶିକ -(ଚିଲିକା ଅଞ୍ଚଳ) ବିଶେଷ୍ୟ -
[ସମ୍ପାଦନା]ଲୁଣର ଗୋଲା — A warehouse for storing salt.