ବୁଆର୍
ଦେଖଣା
ବୁଆର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଆର୍
|
ବୈଦେଶିକ - (ଇ. ବୋଅର) ବିଶେଷ୍ୟ -
[ସମ୍ପାଦନା]ବୁର୍; ଦକ୍ଷିଣ ଆଫ୍ରିକାରେ ଉପନିବେଶ ସ୍ଥାପନ କରିଥିବା ଡେନ୍ମାର୍କରୁ ଆଗତ ଖ୍ରିଷ୍ଟାନ୍ ଜାତିବିଶେଷ —The Boers.
[ ଦ୍ର—ଏମାନେ ଇଂରେଜଙ୍କ ସଙ୍ଗେ ଯୁଦ୍ଧରେ ସ୍ୱାଧୀନତା ଲାଭ କରି, ବର୍ତ୍ତମାନ ଇଂରେଜ ସାମ୍ରାଜ୍ୟଭୁକ୍ତ ହୋଇ ସ୍ୱରାଜ୍ୟଶାସନ କ୍ଷମତା ପାଇଁ ଅଛନ୍ତି]