ବୁଆ ଖାଇବା
ଦେଖଣା
ବୁଆ ଖାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଆ ଖାଇବା
|
(ବୁଆ ଚରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଗୋରୁମାନେ) ବୁଆ ଧାନ ଚରି ଯିବା — ୧. (cattle) To graze on sown paddy plants when they are ୨ to ୧୦ inches high.
- ୨. (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତିଙ୍କ ଘରେ ପର୍ଯ୍ୟାପ୍ତ ଭୋଜନ କରିବା — ୨. To eat one's fill at another's table.