Jump to content

ବୁଆ ଖିଆ

ଉଇକିଅଭିଧାନ‌ରୁ

ବୁଆ ଖିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗୋରୁ ଗାଈମାନଙ୍କର ବୁଆଧାନ ଗଛକୁ ଚରିବା ===

୧. The grazing of cattle on sown paddy plants when they are ୨ to ୧୦ inches high.

[ ଦ୍ର—ଶୋରଦ ଧାନ ଗଛକୁ 'ବୁଆ' ହୋଇଥିବା ଅବସ୍ଥାରେ ବେଉଡ଼ିବା ପୂର୍ବରୁ ଗୋରୁ— ଗାଈ ଖାଇଲେ ଉକ୍ତ ଗଛ ହୁଷ୍ଟ ପୁଷ୍ଟ ହୋଇ ବଢ଼େ ]

୨. (ଲକ୍ଷଣାର୍ଥ) ଅନ୍ୟ ବ୍ୟକ୍ତି ଘରେ ପର୍ଯ୍ୟାପ୍ତ ଭୋଜନ ଲାଭ —୨. (figurative) Sumptuous meal at another's house.
୩. ଓପରି ଭୋଜନ; ଅନ୍ୟର ଘରେ ଭୋଜୀ —୩. Feast held at another person's house.

[ଦ୍ରଷ୍ଟବ୍ୟ —ଧାନଗଛ ବୁଆ ହୋଇଥିବା ଅବସ୍ଥାରେ ଗୋରୁ— ଗାଈମାନଙ୍କୁ ଧାନ କିଆରି ଅଟକ କରାଯାଏ ନାହିଁ ଏଥି ପାଇଁ ଗୋରୁମାନେ କଅଁଳ ଧାନଗଛ ଖାଇ ମହା ଆନନ୍ଦରେ ଥାଆନ୍ତି ଏଥି ସକାଶେ ଓପରି ଭୋଜନ ଓ ଭୂରିଭୋଜନ ମିଳେଲେ ଲୋକେ କହନ୍ତି ତାକୁ ବୁଆଖିଆ ପ଼ଡ଼ିଛି ]