ବୁଆ (ବେ)(ହୁ)ଡ଼ା
[ବୁଆ ବେଉଷଣ, ବେଉ(ହୁ)ଡ଼ା, ବେଉଷଣ—ଅନ୍ୟରୂପ]
ଧାନଗଛ ଚାଖଣ୍ଡେ ପର୍ଯ୍ୟନ୍ତ ବଢିଲେ, କିଆରିରେ ପାଣି ଭର୍ତ୍ତି କରି ହଳ ବୁଲାଇ ତା ଉପରେ ମଇ ଦେବା ପ୍ରକ୍ରିୟା —The rocess of puddling the paddy field when te plants are to ୨ to ୧୦ inches high.