ବୁଇ
ଦେଖଣା
ବୁଇ
ଉଚ୍ଚାରଣ
[ସମ୍ପାଦନା](ବୁଆ—ପୁଂ)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସ୍ତ୍ରୀ— (ତୁଳ. ହିନ୍ଦୀ - ଏହି ଅର୍ଥରେ ଏହି ପ୍ରୟୋଗ. ତୁଳ. ଇଂରାଜୀ - ବଏ=ପୁଂ. ବାଳକ)
[ସମ୍ପାଦନା]- ୧. ବାଳିକା; ଟୋକୀ —୧. Girl; lass.
[ଦ୍ରଷ୍ଟବ୍ୟ —ସମ୍ୱଲପୁରରେ ଟୋକାମାନଙ୍କୁ 'ବାବୁ' ଓ ଟୋକୀମାନଙ୍କୁ 'ବୁଇ' କହନ୍ତି କେତେକ ଅଞ୍ଚିଳରେ ଶୂଦ୍ର ଟୋକୀମାନଙ୍କୁ 'ବୁଇ' ଓ ବ୍ରାହ୍ମଣ ଟୋକୀମାନଙ୍କୁ 'ନୁନୀ' ବୋଲାଯାଏ ସମ୍ୱଲପୁରର ଜଣେ ଭୂତପୂର୍ବ ଇଂରାଜୀ କର୍ମଚାରୀ —Colonel Buiଙ୍କ ନାମ ଅନୁସାରେ ବାଳିକାମାନଙ୍କର 'ବୁଇ' ନାମକରଣ ହୋଇ ଥିବାର ଜନ ପ୍ରବାଦ ଅଛି]
- ୨. ଯୁବତୀ — ୨. A young woman; a youthful girl.