Jump to content

ବୁଇତାଳ

ଉଇକିଅଭିଧାନ‌ରୁ

ବୁଇତାଳ

ଉଚ୍ଚାରଣ

[ସମ୍ପାଦନା]

(ବୁଇତିଆଳ—ଅନ୍ୟରୂପ)

  • (file)

ପ୍ରାଦେଶିକ - (ମେଦୀନୀପୁର, ବାଲେଶ୍ୱର) ବି—(ତୁଳ. ବଙ୍ଗାଳୀ - ବୁହିତାର)

[ସମ୍ପାଦନା]
୧. ବୋଇତିଆଳ; ଜାହାଜଦ୍ୱାରା ବାଣିଜ୍ୟକାରୀ — ୧. A merchant carrying on trade by ship.
୨. ବୋଇତିକଖାରୁ —୨. Red gourd.
୩. ଜାହାଜର ମାଲିକ ବା ଅଧିକ୍ଷ — ୩. The owner or the captain of a ship.