Jump to content

ବୁକାଇବା

ଉଇକିଅଭିଧାନ‌ରୁ

ବୁକାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଛାତିଦ୍ୱାରା ଠେସିବା — ୧. To push with one's
୨. କୌଣସି ମନୁଷ୍ୟକୁ ବେଦମ କରିବା —୨. To cause one to be tired.

(ଯଥା—ଏ ବୋଝ ମତେ ବୁକେଇଲାଣି)

୩. (ଜଳ) ମନୁଷ୍ୟର ଛାତି ପର୍ଯ୍ୟନ୍ତ ହେବା — ୩. (Water () to reach one's breast.
୪. ଆକଣ୍ଠ ଭୋଜନ କରିବା ପରେ (ଖାଦ୍ୟ) ଛାତି ପର୍ଯ୍ୟନ୍ତ ଭରିକି ହେବାପରି ଜଣାଯିବା —୪. (food) To seem to rise one's breast (after an overfull meal).
୫. କୌଣସି ଆଘାତକୁ ବା ଧକ୍କାକୁ ବା ଲହରୀକୁ ଛାତିଦ୍ୱାରା ସମ୍ଭାଳିବା —୫. To breast a rushing wave or push.
୬. ଆଘାତ ଆଦିକୁ ସହିବାପାଇଁ ଛାତିକୁ ପତାଇବା —୬. To keep oneself prepared by protruding one's breast for any coming blow.
୭. (ଲକ୍ଷଣାର୍ଥ)ବଳାଇବା; ନିଜର ଶକ୍ତିର ବା ସହନଶୀଲତାର ଅତିରିକ୍ତ ହେବା —୭. (Figurative) To exceed the limit of one's power or endurance.