ବୁକିଙ୍ଗ୍ ଆଫିସ୍
ଦେଖଣା
ବୁକିଙ୍ଗ୍ ଆଫିସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁକିଙ୍ଗ୍ ଆଫିସ୍
|
[ବୁକିନ୍(ନି)ଆପୁସି—ଗ୍ରାମ୍ୟ ରୂପ)
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବୁକିଙ୍ଗ. ଅଫିସ୍)
[ସମ୍ପାଦନା]ଟିକଟ୍ ଘର; ଯେଉଁଠାରେ ରେଳ ବା ଜାହାଜ ପାଇଁ ଟିକଟ କିଣାଯାଏ —Booking office of a railway or steamer.