Jump to content

ବୁକୁପତେଇବା

ଉଇକିଅଭିଧାନ‌ରୁ

ବୁକୁପତେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଆଘାତ ଆଦି ସମ୍ଭାଳିବା ପାଇଁ ଛାତିକୁ ଦେଖାଇବା —୧. To show one's breast to take a blow.
୨. କୌଣସି ବିପଦକୁ ସହିବା ପାଇଁ ଧୈର୍ଯ୍ୟ ସହକାରେ ଅପେକ୍ଷା କରିବା — ୨. To wait with patience for a coming danger.
୩. କୌଣସି ଦୁଷ୍କର କାର୍ଯ୍ୟ କରିବା ପାଇଁ ମନରେ ସାହସ ବାନ୍ଧିବା —୩. To muster courage to do a work.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୌଣସି ଦିଃସାଧ୍ୟ କାର୍ଯ୍ୟ ପାଇଁ ମନରେ ସାହସର ଉଦ୍ରେକ —The Mustering of courage for doing a difficult piece of work.

(ଯଥା—ବୁଢା ଦିନେ ଦୂର ବିଦେଶକି ଏକାକୀ ଯିବାକୁ ମୋର ବୁକୁ ପତାଏ ନାହିଁ).