ବୁକୁରୁ ଲୁଗା କାଢ଼ିବା
ଦେଖଣା
ବୁକୁରୁ ଲୁଗା କାଢ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁକୁରୁ ଲୁଗା କାଢ଼ିବା
|
(ବୁକୁରୁ ଲୁଗା ଖସା [ସେ]ଇବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଗୋପନୀୟ ଅଙ୍ଗ ଆଦି ନ ଘୋଡ଼ାଇ (ସ୍ତ୍ରୀ ଲୋକ) ନିର୍ଲ୍ଲଜଭାବ ପ୍ରକାଶ କରିବା —(said of a woman) To exhitit indecency in dress.
[ଦ୍ରଷ୍ଟବ୍ୟ —ଭାରତୀୟ ହିନ୍ଦୁ ଓ ମୁସଲ୍ମାନ ସ୍ତ୍ରୀମାନେ ମୁଖ, ସ୍ତନ ଓ ତଘନାଦିରେ ଲୁଗା ଘୋଡ଼ାଇ ଚଳ ପ୍ରଚଳ ହୁଅନ୍ତି ଓ ଏହି ଅଙ୍ଗମାନ ଲୁଗାଦ୍ୱାରା ଆବୃତ ନ ହେଲେ ଏହା ନିର୍ଲଜ୍ଜତାର ପରିଚାୟକ]