ବୁକୁରେ ଧରିବା
ଦେଖଣା
ବୁକୁରେ ଧରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁକୁରେ ଧରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ ସ୍ନେହସହକାରେ ଆଲିଙ୍ଗନ କରିବା ବା କ୍ରୋଡ଼ରେ ଧାରଣ କରିବା —୧. To have a great fondness or attachment for a person; to hold a person in one's lap.
- ୨. କୌଣସି ପ୍ରୟ ବ୍ୟକ୍ତିକୁ ନିଜ ପାଖରୁ ଦଣ୍ଡେ ମାତ୍ର ଅନ୍ତର ନ କରିବା —୨. Not to let a dear person leave one's side for even a few minutes.
- ୩. ଖୁବ୍ ଆଦର କରିବା —୩. To fondle a person.
- ୪. କୌଣସି ବିଷୟକୁ ସର୍ବଦା ସ୍ମରଣ କରିବା —୪. To remember or cherish a matter with fondness.