Jump to content

ବୁକୁରେ ବାଉଁଶପକେଇବା

ଉଇକିଅଭିଧାନ‌ରୁ

ବୁକୁରେ ବାଉଁଶପକେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବୁକୁରେ ବାଉଁଶ ପକାଇ ମାଡ଼ିବସିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ବ୍ୟକ୍ତିକୁ ମାରି ପକାଇବା ପାଇଁ ତାକୁ ଚିତି କରି ଶୁଆଇ ତା କକ୍ଷଃସ୍ଥଳରେ ବାଉଁଶ ପକାଇ ବାଉଁଶର ଦୁଇ ମୁଣ୍ଡକୁ ମାଡ଼ିବସିବା — To press a bamboo over the breast of a person to punish or kill him.

[ଦ୍ରଷ୍ଟବ୍ୟ —ପୂର୍ବକାଳରେ ଏହିପରି କରି ଲୋକଙ୍କ ଉପରେ ଅତ୍ୟାଚାର କରାଯାଉଥିଲା)