ବୁକୁ ଥରିବା
ଦେଖଣା
ବୁକୁ ଥରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁକୁ ଥରିବା
|
[ବୁକୁ ଥରା, ବୁକୁ ଥରଥର, ବୁକୁ ଧଡ଼ଧଡ଼, ବୁକୁଧଡ଼ପ(ଫ)ଡ଼, ବୁକୁ ଦୂର୍(ରୁ)ଦୁର୍(ରୁ)—ଅନ୍ୟରୂପ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଭୟରୁ ବା ରୋଗରୁ ଛାତିଭିତରେ ଥରିବା — ୧. Palpetation of the heart due to fear or disease.
- ୨. ହୃଦୟର ସ୍ପନ୍ଦନ —୨. Throbbing pf the heart.