Jump to content

ବୁକୁ ଫାଟିବା

ଉଇକିଅଭିଧାନ‌ରୁ

ବୁକୁ ଫାଟିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦୁଃଖରେ ବା କଷ୍ଟରେ ହୃଦୟ ବିଦୀର୍ଣ୍ଣ ହେବା —୧. The heart being rent owing to misery of grief.
୨. ପ୍ରାଣରେ ଅସହ୍ୟ ବେଦନା ଅନୁଭୂତି —୨. Great mental suffering.
୩. ହୃଦୟର ଆକୁଳତା ବୁଦ୍ଧି —୩. Increase of one's mental agony.