ବୁକୁ ବଢ଼ିବା
ଦେଖଣା
ବୁକୁ ବଢ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁକୁ ବଢ଼ିବା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୁକ୍କ+ବୃଦ୍ଧି)
[ସମ୍ପାଦନା]- ୧. ସାହସ ବଢ଼ିବା —୧. Increase of one's courage.
- ୨. ନିର୍ଭୟ ହେବା —୨. Becoming fearless.
- ୩. ମୁହଁ ବଢ଼ିଯିବା —୩. Becoming cheeky.