Jump to content

ବୁକୁ ରଗଡ଼ି

ଉଇକିଅଭିଧାନ‌ରୁ

ବୁକୁ ରଗଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେ, (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ସାମୁଦ୍ରିକ କ୍ଷୁଦ୍ର ମତ୍ସ୍ୟବିଶେଷ — A kind of small sea fish.

[ଦ୍ରଷ୍ଟବ୍ୟ —ଏହି ମାଛ ପ୍ରାୟ ୩ ଇଞ୍ଚ ଲମ୍ୱ, ଏହାର ଛାତି ପାଖ କଣ୍ଟା ଗୁଡ଼ିକ ମୁଦି ଭଳି ଫମ୍ପା ହୋଇ କ୍ରମେ କ୍ରମେ ବଢ଼ି ଉଠି ଥିବାରୁ ଏହାର ଏପରି ନାମ ହୋଇଅଛି]