Jump to content

ବୁକ୍କନ

ଉଇକିଅଭିଧାନ‌ରୁ

ବୁକ୍କନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବୁକ୍କ ଧାତୁ+ଭାବ. ଅନ)

[ସମ୍ପାଦନା]

କୁକୁରର ଭୁକା; କୁକୁରର ଭୋ ଭୋ ରଡ଼ି —୧. Breaking of a dog; bow-bow.

୨. ସିଂହର ଗର୍ଜନ —୨. The roar of a lion.
୩. ବିଲୁଆ ଆଦିଙ୍କର ଭୁକିବା —୩. The yelping or barking of jackals
୪. ପଶୁମାନଙ୍କର ରଡ଼ି —୪. The noise or braying of beasts (Apte)