ବୁକ୍ (ଧାତୁ)
ଦେଖଣା
ବୁକ୍ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ଶବ୍ଦ କରିବା —୧. To sound; to nmake a sound .
- ୨. ଭୁକିବା —୨. To brak,
ବୈଦେଶିକ - ବି
[ସମ୍ପାଦନା]- ୧. (ଇଂରାଜୀ - ବୂକ୍)ବହି; ପୁସ୍ତକ —Book.
- ୨. ପୁସ୍ତକର ଏକ ଖଣ୍ଡ —୨. One volume of a work.
- ୩. (ଇଂରାଜୀ - ବକରାମ୍) ଏକପ୍ରକାର ପତଳା ଓ ଟାଆଁସା ସୂତାଲୁଗା — Buckram.