ବୁଜାଇବା
ଦେଖଣା
ବୁଜାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ଦେଶଜ - କ୍ରିୟାପଦ - (ବୁଜିବା କ୍ରିୟାର ଣିଜନ୍ତ ରୂପ, Causetive of Bujibā)—
- ୧. ଅନ୍ୟଦ୍ୱାରା ବୁଜିବା କ୍ରିୟା କରାଇବା —୧. To Cause to be shut
[ଉ—ସେକାଳେ ଭୀମସେନ ତେଜ ଅଗ୍ନିବୃଷ୍ଟି, କରି ଦେଲେ ସବୁରି ବୁଜାଇ ସେ ଦୃଷ୍ଟି କୃଷ୍ଣସିଂହ ମହାଭାରତ. ସଭା]
- ୨. (ଦୀପ) ନିଭାଇବା —୨. To extinuish. (a lamp)