Jump to content

ବୁଜିବା

ଉଇକିଅଭିଧାନ‌ରୁ

ବୁଜିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ମୃଦ ଧାତୁ)

[ସମ୍ପାଦନା]
୧. ମୁଦିବା; ମୁଦ୍ରିତ କରିବା — ୧. To close; to shut up.

[ଉ—ବୋଲେ ଶ୍ରୀ ମୁକୁନ୍ଦ ଦେବ ଅତି ଯତ୍ନେ ବୁଜିଲି ନୟନ ପୁଣି କବିସୂପ୍ଯ୍ୟ. ସଙ୍ଗୀତ]

୨. ବାଡ଼ ପ୍ରଭୃତିଦ୍ୱାରା କୌଣସି ସ୍ଥାନକୁ ବେଷ୍ଟିତ କରିବା — ୨. To enclose a place with a fence.
୩. ବାଡ଼ ବସାଇବା —୩. To set up a fence.