ବୁଜୁଳା
ବଡ଼ପୋଟଳା; ପୁଡ଼ା; ଗଣ୍ଡରା —A big packet; bundle.
[ଉ—ଟଙ୍କା ସୁନା ରତନ ବୁଜୁଳା ବାନ୍ଧିଲେ କୃଷ୍ଣସିଂହ. ମହାଭାରତ ବନ]