ବୁଜୁଳା ବାନ୍ଧିବା
ଦେଖଣା
ବୁଜୁଳା ବାନ୍ଧିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଜୁଳା ବାନ୍ଧିବା
|
(ବୁଜୁଳା ବନ୍ଧା—ବି)
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଲୁଗାପଟାକୁ ବା କୌଣସି ବସ୍ତୁକୁ ଗୋଟିଏ ପୋଟଳା କରି ବାନ୍ଧିବା —To make up a bundle; to tie up things into a bundle.