ବୁଜ୍ରୁକି
ଦେଖଣା
ବୁଜ୍ରୁକି
ଉଚ୍ଚାରଣ
[ସମ୍ପାଦନା](ବୁଜୁକୀ(ର୍ଗୀ),ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବୈଦେଶିକ - (ଫାରାସୀ - ବୁଜୁର୍ଗୀ) ବିଶେଷ୍ୟ -
[ସମ୍ପାଦନା]- ୧. ଅଭୁତ କାର୍ଯ୍ୟ ଦେଖାଇବା; ଭୋଜବାଜୀ; କୁହୁକ — ୧. Magic; legerdemain.
- ୩. ଫାଜିଲାମି —୩. Forwardness;
- ୪. ଧୂର୍ତ୍ତତା —୪. Slyness.
- ୫. ବାହାଦୁରି; ଅତ୍ମାପ୍ରଶଂସା — ୫. Bragging; self-praise.
- ୬. ଚତୁରତା — ୬. Cleverness.
- ୭. ଉତ୍କର୍ଷ —୭. Excellence.