ବୁଜ୍ରୁକି କରିବା
ଦେଖଣା
ବୁଜ୍ରୁକି କରିବା
ଉଚ୍ଚାରଣ
[ସମ୍ପାଦନା]ବୁଜ୍(ଜୁ)ରୁକି(କି)ବାଢ଼ିବା,ବୁଜ୍(ଜୁ)ରୁକି(ଗି)ଦେଖା(ଖେ)ଇବା,ବୁଜ୍(ଜୁ)ରୁକି(ଗି)ବତା(ତେ)ଇବା,ବୁଜ୍(ଜୁ)ରୁକି(ଗି)ବାହାର କରିବା,ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବୁଜ୍ରୁକି କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦୁଷ୍ଟାମି ଦେଖାଇବା — ୧. To sho sings of wickedness.
- ୨. କୁହୁକ ଦେଖାଇବା — ୨. To show magic.
- ୩. ଧୁର୍ତ୍ତତା ଦେଖାଇବା —୩. To exhibit slyness.
- ୪. ଆପଣାର ବାହାଦୂରି ବଖାଣିବା —୪. To brag