ବୁଝଟ୍
ଦେଖଣା
ବୁଝଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. ଉତ୍ତମରୂପେ ବୋଧଗମ୍ୟ କରିବା — ୧. Understanding a thinf well;comperehension.
- ୨. ଉତ୍ତମରୂପେ ବିବେଚନା —୨. Through consideration.
- ୩. କୌଣସି ହିସାବ ସହଜରେ ବୁଝାଯିବା ନିମନ୍ତେ ପ୍ରସ୍ତୁତ କରାଯିବା ସଂକ୍ଷିପ୍ତ ଟିପ୍ପଣୀ —୩. A memorandum for the easy understanding of a complicated account.
ବୈଦେଶିକ - ବିଶେଷଣ -
[ସମ୍ପାଦନା]- ୧. ବୋଧଗମ୍ୟ —୧. Comprehensible.
- ୨. ଯାହା ସମସ୍ତେ ବୁଝି ପାରିବେ —୨. Which can be understood by all.