ବୁଝା
ଦେଖଣା
ବୁଝା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ବିପରୀତ—ଅବୁଝା)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୁଧ ଧାତୁ; ପ୍ରା ବୁଝ ଧାତୁ)
[ସମ୍ପାଦନା]- ୧. ବୁଝିବା —୧. Understanding.
- ୨. ବିବେଚନା —୨. Consideration.
- ୩. ବୁଝାଇବା —୩. Explaining.
- ୪. ସାନ୍ତ୍ୱାନା; ପ୍ରବୋଧ —୪. Consoling.
- ୫. ତତ୍ତ୍ୱାବଧାନ; ତନଖି —୫. Supervision.
ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -
[ସମ୍ପାଦନା]ବୋଝ —Lord.
=== ଦେଶଜ - ବିଣ— ଯେ ସହଜରେ ବୁଝିଯାଏ —Amenable to reason.